• +91-9861016349 / +91-9437281655
  • Email: amarisatya@gmail.com

Odia Current News

୧-ଆମେରିକାର ମଧ୍ୟସ୍ଥତା ଅସଫଳ, ତିନି ଘଣ୍ଟା ତିଷ୍ଠିଲାନି ଅସ୍ତ୍ର ବିରତି,ସହମତିକୁ ପାକିସ୍ତାନର ବେଖାତିର, ଶ୍ରୀନଗର ଓ ବାରମୂଳା ସେକ୍ଟରରେ କଲା ଡ୍ରୋନ ଆକ୍ରମଣ।

୨-ପାକିସ୍ତାନ ଅସ୍ତ୍ରବିରତିର ଘୋର ଉଲ୍ଲଙ୍ଘନ କରିଛି, ଦୃଢ଼ ମୁକାବିଲା ପାଇଁ କଡ଼ା ପଦକ୍ଷେପ ନେବାକୁ ସେନାକୁ ନିର୍ଦେଶ।

୩-ଭାରତ-ବାଂଲାଦେଶ ସୀମା ଉପରେ ନଜର ରଖାଯାଇଛି, କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ: ଆସାମ ମୁଖ୍ୟମନ୍ତ୍ରୀ।

୪-ଭୁବନେଶ୍ୱର:ଆସନ୍ତା ସପ୍ତାହରେ +୨ରେଜଲ୍ଟ,CBSE ଦଶମ ଓ ଦ୍ଵାଦଶ ଫଳ ବି ଆସିବ।

୫-ଅପରେସନ ସିନ୍ଦୂରରେ ୫ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ନିପାତ, ମୃତକ ମଧ୍ୟରେ ଅଛନ୍ତି ମାସୁଦର ଦୁଇ  ଶାଳକ।

୬-ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ମହିଳା ଫାଷ୍ଟଟ୍ରାକ୍ କୋର୍ଟ: ଆଇନ ମନ୍ତ୍ରୀ

୮-ଭୁବନେଶ୍ୱର:୧୪ ଯାଏଁ କଲବଲ କରିବ ଖରା, ନାକେଦମ କରିବ ଗୁଳୁଗୁଳି।

୯-ରାୟଗଡ଼ା ଜିଲ୍ଲା ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବୈଷୟିକ ବିଶ୍ବ ବିଦ୍ୟାଳୟର କମ୍ପ୍ୟୁଟର ଲ୍ୟାବ୍‌ରେ ଭୟାବହ ଅଗ୍ନିକାଣ୍ଡ,କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡି ପାଉଁଶ।

୧୦-କଟକ:SCB ପରିସରରୁ ୪ ଦଲାଲ ଗିରଫ, ରୋଗୀମାନଙ୍କୁ ଘରୋଇ ହସ୍ପିଟାଲ ନେବା ପାଇଁ ପ୍ରବର୍ତ୍ତାଉଥିଲେ।

୧୧-ଭୁବନେଶ୍ୱର:ଭାରତ ଓ ପାକିସ୍ତାନ ଟେନସନ ମଧ୍ୟରେ ରାଜ୍ୟରେ ଆରଡିସି, ଡିଏମ ଓ କଲେକ୍ଟରଙ୍କ ଛୁଟି ବାତିଲ କରିବାକୁ ସରକାରଙ୍କ ନିର୍ଦ୍ଦେଶ।

୧୨-ଭୁବନେଶ୍ୱର: ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା, ବିନା ଲାଇସେନ୍ସରେ ଉଡ଼ି ପାରିବନି ଡ୍ରୋନ୍‌।

୧୩-କ୍ରୀଡ଼ାର ବିକାଶ ନେଇ ବୁଝାମଣା, କିଟ୍‌-କିସ୍‍ ରେ ଖୋଲିବ ଲିଆଣ୍ଡର ପେସ୍‍-ସାମନ୍ତ କ୍ରୀଡ଼ା ଆକାଡେମୀ।

୧୪-ଏଥର ଆଗୁଆ ପହଞ୍ଚିବ ମୌସୁମୀ, ମେ' ୨୭ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ।

୧୬-ଆସନ୍ତା ସପ୍ତାହରେ ଆରମ୍ଭ ହେବ IPL, ଦକ୍ଷିଣ ଭାରତରେ ଖେଳାଯିବ ବାକି ୧୬ ମ୍ୟାଚ୍।

୧୭-ପାକ୍ କୁ ଭାରତର କଡ଼ା ସଂନ୍ଦେଶ,ଏଣିକି ଆତଙ୍କୀ ଆକ୍ରମଣର ଅର୍ଥ ଯୁଦ୍ଧ।

୧୯-ପାକିସ୍ତାନ ଭାରତର ଏସ-୪୦୦ ଧ୍ବଂସ କରିଥିବା ଖବର ମିଛ, ବାୟୁସେନା ସ୍ପଷ୍ଟ କଲା ।

୨୦-ସାଂଘାଇ:ତୀରନ୍ଦାଜୀ ବିଶ୍ୱକପ୍ ଷ୍ଟେଜ୍-୨ରେ ଭାରତକୁ ମିଳିଲା ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ।

୨୨-ଅପରେସନ ସିନ୍ଦୂରକୁ ନେଇ ବିଦେଶ ମନ୍ତ୍ରଣାଳୟ ଓ ସେନାର ମିଳିତ ସାମ୍ବାଦିକ ସମ୍ମିଳନୀ:ପାକିସ୍ତାନ ବହୁ ମିଥ୍ୟା ଖବର ଓ ଗୁଜବ ପ୍ରସାରିତ କରୁଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.