• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗରେ ନୂଆ କଟ୍ ଅଫ ମାର୍କ ସ୍ଥିର କରି ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋଟଙ୍କ ନିର୍ଦ୍ଦେଶ।

  2. 2.ଓଡିଶା ରାଜ୍ୟରେ ୩ଟି ଡପଲର ରାଡାର ଶିଘ୍ର ଲାଗିବ, ପଞ୍ଚାୟତରେ ପାଣିପାଗ ସୂଚନା ମିଳିବ ।

  3. 3.ଆସନ୍ତା ୨୯ରେ BMCର ପଥୋତ୍ସବ ହେବ।

  4. 4.କିଟରେ ଆରମ୍ଭ ହେବ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ, ଭାଗ ନେବେ ୧୫ ହଜାର ଖେଳାଳି।

  5. 5.ନିର୍ବାଚନର ୬ ମାସ ପରେ ବିଜେଡିର ସାଂଘାତିକ ଅଭିଯୋଗ, ପୂରା ନିର୍ବାଚନ ଗଡ଼ବଡ଼, ତଥ୍ୟ ଦେଉ ନାହାନ୍ତି ଇଲେକ୍ଟୋରାଲ ଅଫିସର।

  6. 6.ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍ ଗଡ଼ିବ।

  7. 7.କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ଆଉ ୨ଟି ବ୍ରିଜ୍‌, ଜୁଡ଼ିସିଆଲ ଏକାଡେମୀ ରାସ୍ତା ଠାରୁ ଯୋବ୍ରା ଯାଏଁ ୬ ଲେନ ରାସ୍ତା ହେବ।

  8. 8.କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ, ହଟିଲା ‘ନୋ ଡିଟେନସନ୍ ପଲିସି’।ଏଣିକି ଛାତ୍ରଛାତ୍ରୀଙ୍କୁ ୫ମ ଏବଂ ୮ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ।

  9. 9.ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟନ୍‌ଙ୍କୁ ଭାରତର ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ର ୯ମ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।

  10. 10.ଛତୁଆ ହେଉ କି ଛତୁ, କେଉଁଥିରୁ ମିଳେନି ଯଥେଷ୍ଟ ପ୍ରୋଟିନ: ପୋଷକଯୁକ୍ତ ଖାଦ୍ୟ ଉପରୁ ପରଦା ହଟାଇଲେ  ପୋଷଣ ବିଶେଷଜ୍ଞ ମୋହିତା।

  11. 11.ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସେନା ଗାଡ଼ି ୩୫୦ ଫୁଟ୍‌ ଗଭୀର ଖାତକୁ ଖସିପଡ଼ିବାରୁ ୫ ଯବାନଙ୍କ ମୃତ୍ୟୁ।

  12. 12ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ୯୦ ବର୍ଷ ବୟସରେ ପରଲୋକ।

  13. 13.ମହାରାଷ୍ଟ୍ର ଠାଣେ ଜିଲାର ଏକ ସେସନ୍ସ କୋର୍ଟରେ ଶନିବାର ଅପରାହ୍ନରେ ଶୁଣାଣି ବେଳେ ଜଣେ ୨୨ ବର୍ଷୀୟ ହତ୍ୟା ଅଭିଯୁକ୍ତ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ।

  14. 14.ବାଲ୍ୟ ବିବାହ ଅଭିଯୋଗରେ ଆସାମ ପୁଲିସ ୪୧୬ ଜଣଙ୍କୁ ଗିରଫ କରିଛି।

  15. 15.ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କଲା ବାଂଲାଦେଶ, ଭାରତର ଜବାବ- ‘ନୋ କମେଣ୍ଟ’।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.