• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କୁଏତର ସର୍ବୋଚ୍ଚ ସମ୍ମାନ, ‘ଅର୍ଡର ଅଫ୍ ମୁବାରକ ଅଲ କବୀର’ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ।

  2. 2.ଅଲୁଅର୍ଜୁନଙ୍କ ଘରେ ଭଙ୍ଗାରୁଜା, ଦଳାଚକଟାରେ ମୃତ ମହିଳାଙ୍କ ପାଇଁ କୋଟିଏ ଦାବି,୮ ଗିରଫ।

  3. 3.ସ୍ଵାମୀ ରାମଭଦ୍ରାଚାର୍ଯ୍ୟ ମହାରାଜ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କ ବିବୃତ୍ତିରେ ମତଭେଦ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ମୋହନ ଭାଗବତ ଆମର ଅନୁଶାସକ ନୁହଁନ୍ତି।

  4. 4.ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର ଭୂମିକା ଉପରେ ସନ୍ଦେହ ପ୍ରକଟ କରିଛନ୍ତି।

  5. 5.ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ: ସାତ ପାହାଚ  ଦ୍ଵାରା ଦେଇ ପ୍ରବେଶ, ଘଣ୍ଟି ଓ ଗାରଦ ଦ୍ଵାରା ଦେଇ ପ୍ରସ୍ଥାନ ହେବ।

  6. 6.ଉମରକୋଟ ଭିଜିଲାନ୍ସ ଜାଲରେ ରାଇଘର ପିଇଓ, କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ ହୋଇଛନ୍ତି ।

  7. 7.ଭୁବନେଶ୍ଵର ମଧ୍ୟ ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରୁ ପୂର୍ବତନ ବିଧାୟକ ବିଜୟ ମହାନ୍ତି ୨ ଥର ନିର୍ବାଚିତ ହୋଇଥିଲେ। ତାଙ୍କର ପରଲୋକ ଘଟିଛି ।

  8. 8.ଆଲାଏନ୍‍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ୬୪ତମ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି ।

  9. 9.ବିନିତା ଅଗ୍ରୱାଲ ଦ୍ଵିତୀୟ ଜୟନ୍ତ ମହାପାତ୍ର ଜାତୀୟ ପୁରସ୍କାର ପାଇବେ ।

  10. 10.ଭିତରକନିକା:ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ନଦୀରେ ଅଚଳ ହେଲା ବୋଟ୍, ଦୁଇ ଘଣ୍ଟା ଫସିଲେ ପର୍ଯ୍ୟଟକ।

  11. 11.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏଥିପାଇଁ ଦେଶର ୪୫ ଟି ସ୍ଥାନରେ ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା।

  12. 12.ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୩ ପରିବର୍ତ୍ତେ ଜାନୁଆରୀ ୩ରେ ଖୋଳିବ ଧାନ ମଣ୍ଡି।

  13. 13.୨୫ ବର୍ଷ ତଳେ କର୍ଣ୍ଣାଟକରୁ ନିଖୋଜ ହୋଇଥିବା ଜଣେ ମହିଳାଙ୍କୁ ହିମାଚଳରୁ ଉଦ୍ଧାର କରାଯାଇଛି। ପ୍ରାୟ ଦୁଇ ଦଶନ୍ଧି ତଳେ ସେ ତାଙ୍କ ପରିବାରଠାରୁ ଅଲଗା ହୋଇଯାଇଥିଲେ।

  14. 14.ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି।

  15. 15.ସାରା ଭାରତର ୨୦୨୧ରୁ ୨୦୨୩ ମଧ୍ୟରେ ୧,୪୪୫ ବର୍ଗ କି.ମି. ଅଞ୍ଚଳରେ ଜଙ୍ଗଲ ବଢ଼ିଛି, ଯାହାକି ଦେଶର ମୋଟ ଭୌଗୋଳିକ କ୍ଷେତ୍ରର ୨୫.୧୭%।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.