• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଶାସକ ଭାଜପାକୁ ନୂଆ ବର୍ଷରେ ମିଳିବ ନୂଆ ଅଧ୍ୟକ୍ଷ। ଜାନୁଆରୀ ୧୫ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନପତ୍ର ଶେଷ ହେବ। ଏହାପରେ ଜାନୁଆରୀ ୨୦ ସୁଦ୍ଧା ଭାଜପାର ନୂତନ ସଭାପତି ମଧ୍ୟ ଘୋଷଣା କରାଯାଇପାରେ।

  2. 2.ଭଦ୍ରକରେ ବୟନ ପାର୍କ ପାଇଁ ୪୩୮୨କୋଟି ଟଙ୍କା ମଞ୍ଜୁର, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ।

  3. 3.ରାଜ୍ୟ ସରକାର ଓଡ଼ିଶା ଆଡଭୋକେଟ ୱେଲଫେୟାର ଫଣ୍ଡକୁ ୧୦ କୋଟି ପ୍ରଦାନ କଲେ ।

  4. 4.ମଙ୍ଗଳାଯୋଡି ଓ ହୀରାକୁଦରେ ବିଦେଶାଗତ ପକ୍ଷୀ,ଏବେ ସୁଦ୍ଧା ଚିଲିକାରେ ୧୦୨ ପ୍ରଜାତିର ୬ ଲକ୍ଷରୁ ଉର୍ଦ୍ଧ୍ବ ବିଦେଶୀ ପକ୍ଷୀଙ୍କ ସମାଗମ ହେଲାଣି।

  5. 5..କାର୍‌ଗିଲ ଯୁଦ୍ଧର ପ୍ରଚ୍ଛଦ ପଟର ନାୟକ ଆଉ ନାହାନ୍ତି। ୧୯୯୯ରେ କାର୍‌ଗିଲ ସେକ୍ଟରରେ ପାକିସ୍ତାନର ଅନୁପ୍ରବେଶ ବିଷୟରେ ଭାରତୀୟ ସୈନିକମାନଙ୍କୁ ସୂଚନା ଦେଇଥିବା ମେଷପାଳକ ତାଶି ନାମଗାଲ୍‌ଙ୍କ ମୃତ୍ୟୁ ଘଟିଛି।

  6. 6.ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଜାନୁଆରୀ ୨୦୨୫ରେ ମିଳିବ।

  7. 7.ରାଜନଗର,ରାଜେନ୍ଦ୍ରନାରାୟଣପୁର ଗାଁ ଚାଷ ଜମିରୁ ଉଦ୍ଧାର ହେଲା ୧୯ ଫୁଟ ଲମ୍ବର ଅଜଗର ସାପ ।

  8. 8.ଶିମିଳିପାଳରୁ ପୁଣି ଧରାପଡ଼ିଲେ ୬ ଶିକାରୀ, AI କ୍ୟାମେରା ଟ୍ରାପରୁ ଚିହ୍ନଟ କରି ଧରିଲା ବନବିଭାଗ।

  9. 9.ଛାଡ଼ପତ୍ର ଗୁଜବ ଭିତରେ ଏକାଠି ନଜର ଆସିଲେ ଅଭିଷେକ ଏବଂ ଐଶ୍ବର୍ଯ୍ୟା । ଫ୍ୟାନ୍ସ ଦେଖି ହେଲେ ଖୁସି ହେଲେ ।

  10. 10.ଭାରତର ବିଭିନ୍ନ ବୌଦ୍ଧ ଆଶ୍ରମରୁ ୫୦ରୁ ଊର୍ଦ୍ଧ୍ଵ ବୌଦ୍ଧ ସନ୍ନ୍ୟାସୀ ପରିଦର୍ଶନ କଲେ କିଟ୍ ଓ କିସ୍।

  11. 11.ନିର୍ବାଚନରେ ପ୍ରାର୍ଥୀମାନେ କରୁଥିବା ଦୁରୁପଯୋଗକୁ ରୋକିବା ନିମନ୍ତେ ସିସିଟିଭି କ୍ୟାମେରା, ଓ୍ବେବ୍‌କାଷ୍ଟିଂ ଫୁଟେଜ୍‌ ସହ ଭିଡିଓ ରେକର୍ଡିଂ ଆଦି ଇଲେକ୍ଟ୍ରୋନିକ୍‌ ରେକର୍ଡଗୁଡ଼ିକୁ ଜନସାଧାରଣ ଆଉ ଯାଞ୍ଚ କରିପାରିବେ ନାହିଁ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.