• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ,ଓ୍ବାର୍କଚାର୍ଜଡ୍ କର୍ମଚାରୀଙ୍କୁ ପେନସନ୍ ମିଳିବ.

2.ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ ବୋଲି ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ସୂଚନା l

3-ଓଡ଼ିଶାର ସବୁ ବ୍ଲକ୍‌ରେ ଆରମ୍ଭ ହେବ ଗ୍ରାମ ନ୍ୟାୟାଳୟ, ଆଇନ ବ୍ୟବସ୍ଥା ଉପରେ ଚାପ କମିବ ।

4-ଉପର ଏବଂ ତଳ ପଡିଆରେ ବାଲିଯାତ୍ରା କରିବା ପାଇଁ ହାଇକୋର୍ଟଙ୍କ ସହମତି ମିଳିଛି ।

5-ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ।ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବ l

6-ଦ. ଆଫ୍ରିକାରେ ଭାରତୀୟ ଦଳର ଦବଦବା, ୫ ସିରିଜରୁ ହାରିନି; ଆଜି ଦମ୍ ଦେଖାଇବ ଯୁବ ଟିମ୍।

7-ଡିସେମ୍ବର ୩୦ ତାରିଖ ସୁଦ୍ଧା ଓଡ଼ିଶାର ସବୁ ସ୍କୁଲ ଓ କଲେଜକୁ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ବ ମନ୍ତ୍ରୀଙ୍କ ସୂଚନା l

8-ଇଡି ସ୍କାନରରେ ଆମାଜନ ଓ ଫ୍ଲିପକାର୍ଟ, ଦେଶବ୍ୟାପୀ ୧୯ ସ୍ଥାନରେ ହେଲା ଚଢ଼ଉକରାଯାଇଛି l

9-ଇସ୍କନକୁ ଆତଙ୍କବାଦୀ ସଂଗଠନ ଦର୍ଶାଇ ସୋସିଆଲ ମିଡିଆରେ ପୋଷ୍ଟପରେ ବାଂଲାଦେଶରେ ହିଂସା,୮୦ଜଣକୁ ଅଟକ ରଖାଯାଇଛି l

10-ଅଷ୍ଟ୍ରେଲିଆ ସରକାରଙ୍କ ବଡ଼ ନିଷ୍ପତ୍ତି, ୧୬ ବର୍ଷରୁ କମ୍‌ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌ହେବ l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.