-
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ କାଲି ଅପରାହ୍ଣ ୫ଟା ବେଳେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ନିର୍ବାଚନ କମିସନଙ୍କ ନିକଟରେ ନିର୍ବାଚନୀ ବଣ୍ଡ୍ର ତଥ୍ୟ ଦାଖଲ କରିଛି।
-
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ଯଦି ରାଜ୍ୟରେ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ପାଇଁ ଆବେଦନ କରି ନ ଥିବା ଜଣେ ବି ବ୍ୟକ୍ତି ନାଗରିକତା ସଂଶୋଧନ ଆଇନ, ୨୦୧୯ (ସିଏଏ) ଅଧୀନରେ ନାଗରିକତା ପାଇବେ ତେବେ ସେ ପ୍ରଥମେ ଇସ୍ତଫା ଦେବେ।
-
ଖଲିସ୍ତାନ ଆତଙ୍କବାଦୀ ଓ ଗ୍ୟାଙ୍ଗ୍ଷ୍ଟର ମଧ୍ୟରେ ସମ୍ପର୍କକୁ କେନ୍ଦ୍ର କରି ଆଜି କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ ସମେତ ପଞ୍ଜାବ, ମଧ୍ୟପ୍ରଦେଶ, ହରିୟାଣା ଓ ରାଜସ୍ଥାନର ୩୦ଟି ସ୍ଥାନରେ ନ୍ୟାସନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ଏକକାଳୀନ ଚଢ଼ଉ କରିଛି।
-
ହରିୟାଣାର ମୁଖ୍ୟମନ୍ତ୍ରୀ ପଦରୁ ଖଟ୍ଟର ହଟିବା ପରେ କୁରୁକ୍ଷେତ୍ରର ବିଜେପି ସାଂସଦ ନାୟବ ସିଂହ ସୈନୀ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
-
କେନ୍ଦ୍ର ଗୃହ ମନ୍ତ୍ରାଳୟ ନାଗରିକତା ସଂଶୋଧନ ଆଇନ(ସିଏଏ) ୨୦୧୯ର ବିଜ୍ଞପ୍ତି ସୋମବାର ପ୍ରକାଶ କରିବା ପରେ ମଙ୍ଗଳବାର ଏହାକୁ ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ କରାଯାଇଛି।
-
ଗୁଜରାଟର ସମୁଦ୍ର ଉପକୂଳରୁ ୪୦୦ କୋଟି ଟଙ୍କାର ଡ୍ରଗ୍ସ ସହିତ ୬ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି।
-
ହରିୟାଣାର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ବିଜ୍ ପୁଣି ଥରେ ଝୁଣ୍ଟିଛନ୍ତି। ତାଙ୍କର ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଏଥରକ ମଧ୍ୟ ଅଧୁରା ରହି ଯାଇଛି।
-
ଇଲେକ୍ଟୋରାଲବଣ୍ଡ ରାୟକୁ କାର୍ଯ୍ୟକାରୀ ନ କରିବାକୁ ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ଆଦିଶ ଅଗ୍ରୱାଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି।
-
ପୁଣିଥରେ ସରକାରୀ ଯୋଜନା ଏବଂ ଦେଶରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହୃତ ଆଧାର କାର୍ଡ ବିଷୟରେ ଏକ ବଡ଼ ଅପଡେଟ୍ ଆସିଛି। ପୂର୍ବରୁ, ଲୋକମାନେ କେବଳ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଆଧାର କାର୍ଡ ମାଗଣାରେ ଅପଡେଟ୍ କରିପାରିବେ।
-
ଚଳିତ ବର୍ଷ ଫେବ୍ରୁଆରିରେ ଦେଶ ଭିତରେ ଯାତ୍ରୀବାହୀ ଯାନ ବିକ୍ରି ୧୦.୮% ବୃଦ୍ଧି ପାଇଛି। ଏହି ମାସରେ ମୋଟ ୨୩,୦୩,୩୨୨ ଗାଡ଼ି ବିକ୍ରି ହୋଇଛି।
-
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ସହଯୋଗିତାରେ ଓୟୋ ରୁମ୍ସ (ଓୱାଇଓ) ପକ୍ଷରୁ ରାଜ୍ୟରେ ପ୍ରଥମ ‘ହୋମ୍ ଷ୍ଟେ’ ହୋଟେଲ ସେବା ଆରମ୍ଭ ହୋଇଛି।
-
ଜମ୍ମୁ-କଶ୍ମୀର ନ୍ୟାଶନାଲ ଫ୍ରଣ୍ଟ (ଜେକେଏନ୍ଏଫ୍)କୁ କେନ୍ଦ୍ର ସରକାର ୫ ବର୍ଷ ପାଇଁ ବ୍ୟାନ୍ କରିଛନ୍ତି।
-
ପୋସ୍କୋ ସହ ଜଡିତ ଏକ ମାମଲାର ଶୁଣାଣି ସମୟରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି, କିଶୋରଙ୍କ ପ୍ରେମକୁ କୋର୍ଟ ନିୟନ୍ତ୍ରଣ କରି ପାରିବ ନାହିଁ।
-
ଲଣ୍ଡନର ଡାଉନିଂ ଷ୍ଟ୍ରିଟରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କାର୍ଯ୍ୟକ୍ରମରେ ବ୍ରିଟେନର ପ୍ରଥମ ମହିଳା ଅକ୍ଷତା ମୂର୍ତ୍ତି ତାଙ୍କ ମା’ ସୁଧା ମୂର୍ତ୍ତିଙ୍କୁ ମହିଳାଙ୍କ ପାଇଁ ଆଦର୍ଶ ବୋଲି ପ୍ରଶଂସା କରିଛନ୍ତି।
-
ରାଜସ୍ଥାନର ଜୈସଲମେର ନିକଟରେ ଭାରତୀୟ ବାୟୁସେନାର ହାଲୁକା ଲଢୁଆ ବିମାନ ତେଜସ କାଲି ଏକ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.